Manas Choudhury

ଦୃଷ୍ଟିକୋଣ ସହିତ ନେତୃତ୍ୱ, ପ୍ରତିବଦ୍ଧତା ସହିତ ସେବା

ମାନସ ଚୌଧୁରୀଙ୍କ ଦୃଷ୍ଟିକୋଣ, ରାଜନୈତିକ ନେତୃତ୍ୱ, ବ୍ୟବସାୟିକ ଅଭିଜ୍ଞତା ଏବଂ ସାମାଜିକ ପ୍ରତିବଦ୍ଧତାର ଏକ ସମ୍ମିଶ୍ରଣ। ତାଙ୍କର କାର୍ଯ୍ୟ ଲୋକଙ୍କ ପାଇଁ ଉପାର୍ଜନ ସୁଯୋଗ ସୃଷ୍ଟି କରିବା, ପ୍ରତିଷ୍ଠାନ ଗୁଡ଼ିକୁ ସୁଦୃଢ଼ ​​କରିବା ଏବଂ ସମାଜର ପ୍ରତ୍ୟେକ ବର୍ଗର ଲୋକଙ୍କ ଅଭିବୃଦ୍ଧିରେ ସହାୟ ହେବ ଦିଗରେ ଆଗେଇ ଚାଲିଛି ।

ଭିତ୍ତିଭୂମିର ବିକାଶ

ସୁରକ୍ଷିତ ସହର ଏବଂ ଲୋକଙ୍କ ପାଇଁ ଉତ୍ତମ ସୁଯୋଗ ନିର୍ମାଣ, ପରିବହନ, ଶକ୍ତି ଏବଂ ସୁରକ୍ଷା ନେଟୱାର୍କକୁ ସୁଦୃଢ଼ ​​କରିବା ଦିଗରେ ତାଙ୍କର ପଦକ୍ଷେପଗୁଡ଼ିକ ବ୍ୟବସାୟିକ ବିଶେଷଜ୍ଞତାକୁ ଜନ କଲ୍ୟାଣ ସହିତ ସଂଯୋଗ କରି କାର୍ଯ୍ୟ କରେ ।

ଆର୍ଥିକ ଅଭିବୃଦ୍ଧି ଏବଂ ସ୍ଥିରତା

ଆର୍ଥିକ ଅଭିବୃଦ୍ଧି, ଶିଳ୍ପରେ ସ୍ଥିରତା, ନିଯୁକ୍ତି ସୃଷ୍ଟି କରିବା ଏବଂ ଉଦ୍ୟୋଗକୁ ବୃଦ୍ଧି କରିବା ସହ ତାଙ୍କର ବ୍ୟବସାୟିକ ନେତୃତ୍ୱ କ୍ଷୁଦ୍ର ଉଦ୍ୟୋଗ ଏବଂ ସ୍ଥାନୀୟ ଶ୍ରମିକଙ୍କୁ ସଶକ୍ତ କରିବାରେ ମୂଳତଃ କାର୍ଯ୍ୟ କରେ ।

ଶାସନ ଏବଂ ଦାୟିତ୍ୱ

ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରି ଦୁର୍ନୀତି ବିରୁଦ୍ଧରେ ଲଢ଼ିବା ଏବଂ ଶାସନକୁ ଲୋକାଭିମୁଖୀ କରିବା ଦିଗରେ ତାଙ୍କ ଅଭିଯାନଗୁଡ଼ିକ ନିରନ୍ତର ଭାବେ କାର୍ଯ୍ୟ କରୁଅଛି । ଜନ ଅଧିକାର ସୁରକ୍ଷା ଏବଂ ସଂଖ୍ୟାଲଘୁଙ୍କ ସମେତ ସମସ୍ତଙ୍କ ପାଇଁ ନ୍ୟାୟପୂର୍ଣ୍ଣ ସୁଯୋଗ ସୁନିଶ୍ଚିତ କରିବା ଉପରେ ସେ ଧ୍ୟାନ ଦେଇଆସିଛନ୍ତି ।

ସାମାଜିକ ଏବଂ ସାଂସ୍କୃତିକ ସଶକ୍ତିକରଣ

ଓଡିଶାର ସମୃଦ୍ଧ ଐତିହ୍ୟକୁ ସଂରକ୍ଷଣ କରି ସାମ୍ପ୍ରଦାୟିକ ଅଧିକାର, ସଂଖ୍ୟାଲଘୁଙ୍କ କଲ୍ୟାଣ ଏବଂ ସାଂସ୍କୃତିକ ବିବିଧତାକୁ ସମର୍ଥନ କରି ପ୍ରୋତ୍ସାହିତ କରିବା ଦିଗରେ ସେ କାର୍ଯ୍ୟ କରୁଛନ୍ତି । ତାଙ୍କର “ପ୍ରଥମେ ବ୍ୟକ୍ତି” ଅଭିଯାନଗୁଡ଼ିକ ଅବହେଳିତଙ୍କ ସ୍ୱରକୁ ଦୃଢ଼ କରି ଆସୁଅଛି ।

୧୦ହଜାରରୁ ଉର୍ଦ୍ଧ୍ଵ ଚାକିରି
ବ୍ୟବସାୟ ଓ ସାମାଜିକ କାର୍ଯ୍ୟ ଦ୍ଵାରା ସୃଷ୍ଟି କରିଛନ୍ତି
୩୦ ବର୍ଷରୁ ଉର୍ଦ୍ଧ୍ବ
ବ୍ୟବସାୟ ଓ ବିକାଶରେ ଅଭିଜ୍ଞତା
୨୫ବର୍ଷରୁ ଉର୍ଦ୍ଧ୍ବ
ସାମାଜିକ ଜୀବନ ଓ ରାଜନୀତିରେ ସକ୍ରିୟ ଅଛନ୍ତି

ରାଜନୈତିକ ଯାତ୍ରା

ସଦସ୍ୟ, BSNL ଓଡ଼ିଶା

ଉଚ୍ଚ କୋଟିର ପରାମର୍ଶଦାତା ଭାବେ ରାଜ୍ୟରେ ଟେଲିକମ୍ ସମ୍ପ୍ରସାରଣ ଏବଂ ସାଧାରଣ ସଂଯୋଗୀକରଣକୁ ସୁଦୃଢ଼ ​​କରିବାରେ ଭୂମିକା ଗ୍ରହଣ କରିଥିଲେ

୧୯୯୬ - ୧୯୯୯
ସଦସ୍ୟ, ରାଜ୍ୟ ପରିବହନ ପ୍ରାଧିକରଣ (STA), ଓଡ଼ିଶା

ଓଡିଶାରେ ପରିବହନ ନିୟନ୍ତ୍ରଣ ଏବଂ ସଡ଼କ ସୁରକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣି ସୁସଂଗଠିତ କରିଥିଲେ

୧୯୯୮ - ୨୦୦୦
ସାଧାରଣ ସମ୍ପାଦକ, ଜିଲ୍ଲା ଯୁବ କଂଗ୍ରେସ

ସଶକ୍ତ ଯୁବ ସମାଜକୁ ଉପଯୁକ୍ତ ନେତୃତ୍ୱ ଦେଇ, ଜନସମ୍ପର୍କ ଅଭିଯାନ ଆୟୋଜନ କରିଥିଲେ ଏବଂ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ କରିଥିଲେ

୨୦୦୦ - ୨୦୦୩
ଉପସଭାପତି, ଜିଲ୍ଲା ଯୁବ କଂଗ୍ରେସ, ଭୁବନେଶ୍ୱର

ଜିଲ୍ଲା ସ୍ତରରେ ଯୁବ ସଂଗଠନକୁ ସୁଦୃଢ଼ କରିଥିଲେ ଏବଂ ସକ୍ରିୟ ରାଜନୀତିରେ ଯୁବସ୍ୱରକୁ ପ୍ରାଧାନ୍ୟ ଦେଇ ସାମାଜିକ ନ୍ୟାୟ ପାଇଁ ଲଢେଇ କରିଥିଲେ

୨୦୦୨ - ୨୦୦୮
ନିର୍ଦ୍ଦେଶକ, ସହରାଞ୍ଚଳ ସମବାୟ ବ୍ୟାଙ୍କ

ସମବାୟ ବ୍ୟାଙ୍କିଙ୍ଗ କ୍ଷେତ୍ରରେ କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କର ଆର୍ଥିକ ଅନ୍ତର୍ଭୁକ୍ତି, ଅଭିବୃଦ୍ଧି ଏବଂ ସଶକ୍ତିକରଣ ଦିଗରେ ବିହୀତ ପଦକ୍ଷେପ ଗ୍ରହଣ କରିଥିଲେ

୨୦୦୪ - ୨୦୦୭
ସଦସ୍ୟ, CAPART (ପୂର୍ବାଞ୍ଚଳ ଜୋନ୍)

ଗ୍ରାମୀଣ ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ଶ୍ରମିକ କଲ୍ୟାଣ ଦିଗରେ ବ୍ୟାପକ ପଦକ୍ଷେପ ନେଇ ସୁଦୃଢ଼ ଏବଂ ସ୍ଥାୟୀ କ୍ଷେତ୍ର ପ୍ରସ୍ତୁତ କରିଥିଲେ

୨୦୧୦ - ୨୦୧୨
ଟ୍ରଷ୍ଟି, ପାରାଦୀପ ବନ୍ଦର ଟ୍ରଷ୍ଟ

ବନ୍ଦରର ସୁପରିଚାଳନା ଏବଂ ଶ୍ରମିକ କଲ୍ୟାଣ ଦିଗରେ ବିସ୍ତୃତ ପଦକ୍ଷେପ ନେଇ ଅଭୂତପୂର୍ବ ବିକାଶ କରିଥିଲେ

ସଭାପତି, ଘରୋଇ ସୁରକ୍ଷା ମାଲିକ ସଂଘ

ଓଡିଶାର ଘରୋଇ ସୁରକ୍ଷା କ୍ଷେତ୍ରକୁ ସୁୁସଂଗଠିତ ଏବଂ ସଶକ୍ତ କରି ଏହାର ନେତୃତ୍ୱ ନେଇଥିଲେ।

ପରାମର୍ଶଦାତା, ନାଲକୋ ଠିକା ଶ୍ରମିକ ସଂଘ

ନାଲକୋର ଠିକା କର୍ମଚାରୀଙ୍କ ଅଧିକାର ଏବଂ କଲ୍ୟାଣ ପାଇଁ ଆଖିଦୃଶିଆ କାର୍ଯ୍ୟ କରି ବହୁ ପ୍ରଶଂସିତ ହୋଇଥିଲେ

୨୦୦୪
ବିଧାନସଭା ପ୍ରାର୍ଥୀ, ଭାରତୀୟ ଜାତୀୟ କଂଗ୍ରେସ (INC)

ବିକାଶ, ସ୍ୱଚ୍ଛତା ଏବଂ ଜନ କଲ୍ୟାଣ ପ୍ରସଙ୍ଗକୁ ନେଇ ୨୦୦୪ ମସିହା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ

ଜୁଲାଇ ୨୦୧୮
ସଭାପତି, ଜିଲ୍ଲା କଂଗ୍ରେସ କମିଟି, ଭୁବନେଶ୍ୱର

ଉପଯୁକ୍ତ ନେତୃତ୍ୱ ନେଇ ଭୁବନେଶ୍ୱର ଜିଲ୍ଲା ସଂଗଠନକୁ ସୁଦୃଢ କରିଥିଲେ। ରାହୁଲ ଗାନ୍ଧୀଙ୍କ ସାଧାରଣ ସଭା ଦକ୍ଷ ଭାବେ ପରିଚାଳନା କରି ସଂଗଠନକୁ ପୁନଃଜୀବିତ କରିଥିଲେ

ସେପ୍ଟେମ୍ବର ୨୦୨୨
ସଭାପତି, ଜିଲ୍ଲା କଂଗ୍ରେସ କମିଟି, କଟକ

କଟକ ଜିଲ୍ଲାରେ କର୍ମୀଙ୍କୁ ପ୍ରାଧାନ୍ୟ ଦେଇ ସଂଗଠନର ବିସ୍ତାର ଓ ସଶକ୍ତିକରଣ ଉପରେ ବିଶେଷ ଧ୍ୟାନ ଦେଇଥିଲେ, କଟକ ଜିଲ୍ଲା କଂଗ୍ରେସକୁ ମଜବୁତ୍ କରିଥିଲେ

ଜାନୁଆରୀ ୨୦୨୪
ସଦସ୍ୟ, ରାଜ୍ୟ ନିର୍ବାଚନ କମିଟି (ପିଇସି), ଓଡ଼ିଶା

ନିର୍ବାଚନ କମିଟି ସଦସ୍ୟ ଭାବେ ରାଜ୍ୟ ସ୍ତରରେ ସ୍ୱଚ୍ଛ ଉପାୟରେ ପ୍ରାର୍ଥୀ ଚୟନ, ପ୍ରଚାର, ରଣନୀତି ଏବଂ ନିର୍ବାଚନ ଯୋଜନା କ୍ଷେତ୍ରରେ ଅବଦାନ ଦେଇଥିଲେ

ଡିସେମ୍ବର ୨୦୨୪ – ଜୁଲାଇ ୨୦୨୫
ଜାତୀୟ ସମ୍ପାଦକ, INTUC

ଶ୍ରମିକ ଅଧିକାରକୁ ପ୍ରାଧାନ୍ୟ ଦେବା ସହ ଏବଂ ଦେଶବ୍ୟାପୀ ଟ୍ରେଡ୍ ୟୁନିଅନର ପ୍ରତିନିଧିତ୍ୱ କରିଥିଲେ

Curved Vertical Timeline — Aligned Pointers & Equal Gaps

Political Journey

Member, BSNL Odisha

Advised on telecom expansion and public connectivity in the state.

Member, State Transport Authority (STA), Odisha

1996 – 1999

Contributed to transport regulation and road safety initiatives in Odisha.

General Secretary, District Youth Congress (DYC)

1998 – 2000

Mobilized youth participation, organized grassroots campaigns, and strengthened the youth base in Bhubaneswar.

Vice President, DYC, Bhubaneswar

2000 – 2003

Led youth initiatives and coordinated with state leadership to promote young voices in policy discussions.

Director, Urban Cooperative Bank, Bhubaneswar

2002 – 2008

Oversaw banking operations with a focus on financial inclusion, cooperative development, and support for entrepreneurs and workers.

Member, CAPART (Eastern Zone)

2004 – 2007

Participated in governance and policy decisions to enhance infrastructure, logistics, and labor welfare.

MLA Candidate of INC from Cuttack Sadar

2004

Contested the Odisha Assembly Elections focusing on development, transparency, and public welfare.

Trustee, Paradip Port Trust

2010 – 2012

Participated in governance and policy decisions to enhance infrastructure, logistics, and labor welfare at one of India’s major ports.

President, Private Security Owners' Association

Led efforts to organize and empower Odisha’s private security sector.

Advisor, Nalco Contract Workers

Supported labor welfare and contract worker rights at NALCO.

President, Bhubaneswar District Congress Committee

Jul 2018

Managed Rahul Gandhi’s event personally across Odisha 7 times. Led district-level operations, election strategy, and outreach programs.

President, Cuttack District Congress Committee

Sept 2022

Strengthened party presence in the Cuttack region by building cadre across the district.

Member, Odisha Pradesh Election Committee (PEC)

Jan 2024

Involved in election planning, candidate selection, and campaign execution for the Indian National Congress in Odisha.

National Secretary, NITUC

Dec 2024 – Jul 2025

Assumed a national leadership role advocating labor rights, worker welfare, and industrial harmony, representing trade union interests across India.

OUR RECENT PORTFOLIO

Our Completed Projects You Should Know !

Suscipit ratione esse potenti nibh! Montes exercitation quaerat ducimus eligendi blandit adipisicing, saepe ultricies, mus sapiente. Ac litora, ornare. Iure cubilia mini.

Digital Marketing Aim

Suscipit ratione esse potenti nibh! Montes exercitation quaerat eli. Auisque conubia voluptate tristiqu.

Securing Business Goal

Suscipit ratione esse potenti nibh! Montes exercitation quaerat eli. Auisque conubia voluptate tristiqu.

Creative Business Management Process

Suscipit ratione esse potenti nibh! Montes exercitation quaerat eli. Auisque conubia voluptate tristiqu.

Policy Implementing

Suscipit ratione esse potenti nibh! Montes exercitation quaerat eli. Auisque conubia voluptate tristiqu.

Boosting Marketing

Suscipit ratione esse potenti nibh! Montes exercitation quaerat eli. Auisque conubia voluptate tristiqu.